ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ମୋଟ ୩୪ଟି ଗେଟ୍ ଖୋଲାଯାଇଛି। ବାମ ପାର୍ଶ୍ବରେ ୨୬ଟି ଗେଟ ଓ ଡାହାଣ ପାର୍ଶ୍ବରେ 8 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆହୁରି ଅଧିକ ଗେଟ୍ ଖୋଲା ଯିବାର ସମ୍ଭାବନା ରହିଛି ।
#HirakudDam #flooddischarge #floodwater #Odisha #ArgusNews